Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମକର ମେଳା ପାଇଁ ସିଂହନାଥ ପୀଠରେ  ୫ ପ୍ଲାଟୁନ ଫୋର୍ସ ନିୟୋଜିତ  

Odisha

ମକର ମେଳା ପାଇଁ ସିଂହନାଥ ପୀଠରେ  ୫ ପ୍ଲାଟୁନ ଫୋର୍ସ ନିୟୋଜିତ  

Manini Pattanayak
Browse all articles by Manini Pattanayak
·2 years ago
ମକର ମେଳା ପାଇଁ  ସିଂହନାଥ ପୀଠରେ  ୫ ପ୍ଲାଟୁନ ଫୋର୍ସ ନିୟୋଜିତ  

କଟକ:  ମକର ମେଳା ପାଇଁ ବଡମ୍ବା ସିଂହନାଥ ପୀଠରେ ପ୍ରସ୍ତୁତି ଜୋରଦାର। ଆସନ୍ତାକାଲି ଠାରୁ ୧୭ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବନ୍ଦ ରହିବ ବଡମ୍ବା ଗୋପୀନାଥପୁର ଟି ସେତୁ । ଟି ସେତୁରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ନେଇ ଘୋଷଣା କଲେ ବଡମ୍ବା ତହସିଲଦାର ।

ସେହିଭଳି ଗୋପୀନାଥପୁର ଟି ସେତୁ ସମେତ ସିଂହନାଥ ପୀଠରେ  ୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ ।  ଆଜି ପୋଲିସର ମକ୍‌ ଡ୍ରିଲ୍ ହେବ । ଆସନ୍ତାକାଲି ମକର ସଂକ୍ରାନ୍ତି ଭୋରରୁ ବ୍ରିଜ୍ ବନ୍ଦ କରିବ ପୋଲିସ।  

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
5 platoon forces are deployed in Singhnath Pitha | Argus English